ଦୁଇ ବାଇକ୍‌ ଉପରେ ଚଢ଼ିଗଲା ଟ୍ରକ: ୧ ମୃତ, ୩ ଗୁରୁତର

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଜାତୀୟ ରାଜପଥ ୨୦ ଶାଳପଡା କନକମଞ୍ଜରୀ ମହିଳା ମହାବିଦ୍ୟାଳୟ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇଟି ବାଇକ୍ ଉପରେ ଚଢ଼ିଗଲା ଏକ ଲୁହାପଥର ବୋଝେଇ ଟ୍ରକ । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି। ତିନି ଗୁରୁତରଙ୍କୁ ଉଦ୍ଧାରକରାଯାଇ ଆନନ୍ଦପୁର ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି।

accident